ରାଜଧାନୀ ହେବ ଶିଶୁ ଶ୍ରମିକ ମୁକ୍ତ ସହର

ଚାଇଲ୍‌ଡ ଲାଇନ୍‌ର ନଗର ପରିକ୍ରମା ଅଭିଯାନ ଆରମ୍ଭ ଭୁବନେଶ୍ବର: ଆଜି ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, କମିସନରେଟ୍‌ ପୁଲିସ ଓ ଭୁବନେଶ୍ବର ଚାଇଲ୍‌ଡଲାଇନ୍‌ ପକ୍ଷରୁ ଏଜିଛକଠାରେ ନଗର ପରିକ୍ରମା ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଜିଠାରୁ ୧୦ ଦିନ ଧରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଶିଶୁ ଶ୍ରମିକ ପ୍ରଥା ବିଲୋପ କରିବା … Continue reading ରାଜଧାନୀ ହେବ ଶିଶୁ ଶ୍ରମିକ ମୁକ୍ତ ସହର